NPA ପାଇଁ ବ୍ୟାଙ୍କରେ ହେବାକୁ ଯାଉଛି ୧୦ଟି ବଡ଼ ପରିବର୍ତ୍ତନ, ସବୁ ଗ୍ରାହକ ଜାଣିବା ଜରୁରୀ
ବ୍ୟାଙ୍କ ଉପରୁ ଏନ୍ପିଏ ଓ ଅନ୍ୟାନ୍ୟ ଖର୍ଚ୍ଚ ବୋଝ ହାଲ୍କା କରିବା ପାଇଁ ଆରବିଆଇ କେତେକ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରିଜର୍ଭ ବ୍ୟାଙ୍କ ତରଫରୁ ନୋଟିଫିକେସନ୍ ଜାରି କରାଯାଇ ୩୦ ଜୁନ୍,୨୦୨୧ ମଧ୍ୟରେ ପ୍ରୋବେସନ୍ ଓ ସମସ୍ୟା ସୃଷ୍ଟି କରୁଥିବା ଋଣକୁ ଚିହ୍ନଟ…