Below header
Browsing Tag

oas association

ଫାଇଭ୍ ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣା: ଦୁଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କଲା ଓଏଏସ୍ ସଂଘ

କେନ୍ୟୁଜ୍(ବ୍ୟୁରୋ): ଫାଇଭ୍ ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟଜନକ କହିଛି ଓଡ଼ିଶା ପ୍ରଶାସନିକ ସେବା ସଂଘ । ଏଭଳି ଆଚରଣ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛି । ଏଭଳି କାମ ସରକାରୀ କର୍ମଚାରୀଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ସହ ମନୋବଳ ହ୍ରାସ…

କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା: ସୁରକ୍ଷା ସହ ପୋଲିସର ସହଯୋଗ ଲୋଡିଲା OAS ସଂଘ

ମୋହନା(କେନ୍ୟୁଜ୍): କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ସୁରକ୍ଷା ସହ ପୋଲିସର ସହଯୋଗ ଲୋଡିଲା OAS ସଂଘ । ମହାମାରୀ ସମୟରେ ପ୍ରଶାସନିକ ଅଧିକାରୀମାନେ ସଂକ୍ରମଣ ହ୍ରାସ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ କାର୍ଯ୍ୟକୁ ଜାରି ରଖିଛନ୍ତି । ହେଲେ ବିଭିନ୍ନ ସ୍ଥାନରେ…