ଫାଇଭ୍ ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣା: ଦୁଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କଲା ଓଏଏସ୍ ସଂଘ

ଏଭଳି ଆଚରଣ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛି । ଏଭଳି କାମ ସରକାରୀ କର୍ମଚାରୀଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ସହ ମନୋବଳ ହ୍ରାସ କରାଇବ ।

କେନ୍ୟୁଜ୍(ବ୍ୟୁରୋ): ଫାଇଭ୍ ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟଜନକ କହିଛି ଓଡ଼ିଶା ପ୍ରଶାସନିକ ସେବା ସଂଘ । ଏଭଳି ଆଚରଣ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛି ।

ଏଭଳି କାମ ସରକାରୀ କର୍ମଚାରୀଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ସହ ମନୋବଳ ହ୍ରାସ କରାଇବ । ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦୁଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛି ଓଏଏସ୍ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.