Browsing Tag

odisha guideline

ଆଜି ଆସିବ ଅନଲକ୍‌ ଗାଇଡଲାଇନ୍‌: କଣ ଖୋଲିବ ଓ କଣ ବନ୍ଦ ରହିବ ତାକୁ ନେଇ ଲୋକଙ୍କ ଭିତରେ ବଢୁଛି ଉତ୍କଣ୍ଠା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ସକାଳ ୫ଟାରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ୍‌ ଲକଡାଉନ୍‌ । ଆଜି ଆସିବ ଅନଲକ୍‌ ଗାଇଡଲାଇନ୍‌ । କଣ ରହିବ ରୂପରେଖ ? ପ୍ରସ୍ତୁତ ହେଉଛି କଟକଣା କୋହଳର ରୂପରେଖ । ସଂକ୍ରମଣ ହାରକୁ ଦେଖି ବିଚାରବିମର୍ଶ ଚାଲିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଛି…