Below header
Browsing Tag

old tires

ଗାଡ଼ିଗୁଡ଼ିକର ଯେଉଁ ଟାୟାର ଖରାପ ହୋଇଯାଏ, ସେଗୁଡ଼ିକର ହୋଇଥାଏ କ’ଣ? ଜାଣନ୍ତୁ ଏହା ସହ ଜଡ଼ିତ ନିୟମ

କିଛି ବର୍ଷ ବ୍ୟବହାର ପରେ ଆପଣଙ୍କ ଗାଡ଼ିର ଟାୟାର ନଷ୍ଟ ହୋଇଯାଏ ଅଥବା ପୁରୁଣା ହୋଇଯାଏ, ଯଦ୍ଦ୍ଵାରା ଏହାକୁ ବଦଳାଇବାକୁ ପଡ଼ିଥାଏ। କିନ୍ତୁ କେବେ ଆପଣଙ୍କ ମନକୁ ଏମିତି ପ୍ରଶ୍ନ ଆସିଛି କି, ପୁରୁଣା ଟାୟାର ସହିତ କରାଯାଏ କ’ଣ? ଏହା କେଉଁ କାମରେ ଲାଗେ? ଆପଣଙ୍କୁ କହି ରଖୁଛୁ ଯେ ପୁରୁଣା ଟାୟାର…