ବିବାହ ଉତ୍ସବରେ ମିଳିଲା ନିଆରା ଉପହାର, ଯାହାକୁ ଦେଖି ଦମ୍ପତି ହୋଇଗଲେ ଖୁସି
ଅନୁଗୋଳ (କେ ନ୍ୟୁଜ) : ପିଆଜ ଦର ବଜାରରେ ହୁ ହୁ ବଢିଚାଲିଛି। ଦର ଉପରେ ଲାଗିପାରୁନି ବ୍ରେକ। ପିଆଜର ଦରବ୍ଦ୍ଧି ନେଇ ଏବେ ସମସ୍ତେ କାନ୍ଦୁଛନ୍ତି। ଏହାର ମୂଲ ଏବେ ୨୦୦ ଟଙ୍କାରେ ପହଞ୍ଚିଲାଣି। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋପିଛା ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ…