Below header
Browsing Tag

ora project

ଓରେରାର ଏକ ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ପରବର୍ତ୍ତି ଶୁଣାଣି ୬ ସପ୍ତାହ ପରେ ହେବ

କଟକ(କେନ୍ୟୁଜ୍): ଓରେରାର ଏକ ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ପ୍ରକଳ୍ପ ରେଜିଷ୍ଟ୍ରେସନ ଫି ବୃଦ୍ଧି ନେଇ ଓରେରା ଜାରି କରିଥିବା ବିଜ୍ଞପ୍ତି ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଙ୍କୁଶ ଲଗାଇ ଓରେରାକୁ…