ଗରମ ଦିନରେ ପ୍ରତିଦିନ ନିଶ୍ଚିତ ଖାଆନ୍ତୁ ଗୋଟେ କମଳା, ମିଳିବ ଜବରଦସ୍ତ ଫାଇଦା
ଗ୍ରୀଷ୍ମ ଦିନ ଆରମ୍ଭ ହୋଇଗଲାଣି। ଏହି ଦିନରେ ନିଜ ଶରୀରର ଧ୍ୟାନ ରଖିବା ବେଶ ଜରୁରୀ ହୋଇଥାଏ। ଗରମ ଦିନରେ ଶରୀରକୁ ଏନର୍ଜିରେ ଭରପୁର ରଖିବା ପାଇଁ ଫଳ ଖାଇବା ବେଶ୍ ଫାଇଦାଯୁକ୍ତ ହୋଇଥାଏ। ତେଣୁ ଖରାଦିନରେ କମଳା ଖାଇବା ଶରୀର ପାଇଁ ଲାଭକାରୀ। କମଳାରେ ପ୍ରଚୁରମାତ୍ରାରେ ଭିଟାମିନ୍ସ ରହିଥାଏ,…