Below header
Browsing Tag

orphan sister

୪ ଅନାଥ ଝିଅଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ, ଶିକ୍ଷା ସମାପ୍ତ ପରେ ମିଳିବ ଚାକିରି

ପୁରୀ : ଚନ୍ଦନପୁର ନିକଟ ରଘୁରାଜପୁରର କରୁଣ କାହାଣୀ । ୫ ବର୍ଷ ତଳେ ମା’ ବାସନ୍ତୀ ମହାପାତ୍ରଙ୍କ ଅକାଳ ବିୟୋଗ ହୋଇଥିଲା । ଦୁଇ ଦିନ ତଳେ ବାପା ଲକ୍ଷ୍ମୀଧର ମହାପାତ୍ର ଚାଲିଗଲେ ଆରପାରିକୁ । ଆସନ୍ତା ମଙ୍ଗଳବାର ବାପାଙ୍କ ଶୁଦ୍ଧିକ୍ରିୟା। ଘରଡ଼ିହ ବନ୍ଧା ପଡ଼ିଥିବା ବେଳେ ୪ ଝିଅ ଏବେ ବେସାହାରା ।…