ଓଟିଇଟି-୨୦୨୪ ପରୀକ୍ଷା ଫଳ ପ୍ରକାଶିତ: ଜାଣନ୍ତୁ କିପରି ଦେଖିପାରିବେ ମାର୍କଲିଷ୍ଟ
ଭୁବନେଶ୍ୱର : ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ ଓଟିଇଟି-୨୦୨୪ ପରୀକ୍ଷା ଫଳ ପ୍ରକାଶିତ। ବୋର୍ଡର ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ଼ କରି…