Below header
Browsing Tag

over bride

ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ଗାଡ଼ି ସହ ହୁ ହୁ ଜଳିଲା ଫ୍ଲାଏଓଭର୍‌

ପଞ୍ଜାବର ଲୁଧିଆନାରେ ଏକ ତେଲ ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଟ୍ୟାଙ୍କରଟି ଫ୍ଲାଏଓଭରରେ ଯାଉଥିବା ବେଳେ ହଠାତ୍‌ ଡିଭାଇଡରରେ ପିଟି ହୋଇଯାଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖିବାକୁ ମିଳିଥିଲା। ଏହି…

ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ, ଉଦଘାଟିତ ହେଲା ବମିଖାଲ ଫ୍ଲାଏ ଓଭର ବ୍ରିଜ

ଭୁବନେଶ୍ୱରବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ। ଉଦଘାଟିତ ହେଲା ବମିଖାଲ ଫ୍ଲାଏ ଓଭର ବ୍ରିଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଧ୍ୟାରେ ଏହାକୁ ଉଦଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଏହି ଫ୍ଲାଏ ଓଭର ଦ୍ୱାରା ସହିଦନଗର ଲେଭଲ କ୍ରସିଂ…