Below header
Browsing Tag

pakistan accident

ପାକିସ୍ତାନ : ଇଦ୍‌ ପାଇଁ ଦରଗାକୁ ଯାଉଥିବା ତୀର୍ଥଯାତ୍ରୀ ବସ୍‌ ଖାଇକୁ ଓଲଟିଲା, ୧୭ ମୃତ

ପାକିସ୍ତାନର ସିନ୍ଧ ଏବଂ ବଲୁଚିସ୍ତାନ ପ୍ରାନ୍ତର ସୀମାବର୍ତ୍ତୀ ସହର ପାଖରେ ତୀର୍ଥଯାତ୍ରୀ ବସ୍‌ ଖାଇକୁ ଖସିପଡିଛି । ବସ୍‌ଟି ଖାଇକୁ ଖସିପଡିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀ ବଲୁଚିସ୍ତାନର ଖୁଜଦାର ଜିଲ୍ଲାରେ ମୁଲସିମ ସୁଫି…

ପାକିସ୍ତାନ କେନ୍ଦ୍ର ମନ୍ତ୍ରୀଙ୍କ ସହ ୬ ପୋଲିସ କର୍ମୀଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ

ଇସଲାମବାଦ : ପାକିସ୍ତାନରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସାଇଡ ମାରିବାରୁ ୬ ଜଣ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଇଦ ପର୍ବ ପାଳନ ଅବସରରେ ଛୁଟି କାଟିବାକୁ ୬ ଜଣ ପୋଲିସ କର୍ମଚାରୀ ଘରକୁ ଆସୁଥିଲେ । ବାଲୁଚିସ୍ତାନ ବାଘା ଅଂଚଳର କ୍ୱେଟା-କରାଚୀ ଜାତୀୟ…