Below header
Browsing Tag

pan aadhar

କରିନାହାନ୍ତି କି ଆଧାର ଓ ପାନ କାର୍ଡ ଲିଙ୍କ୍‌; ଦେବାକୁ ପଡିବ ୧୦,୦୦୦ ଟଙ୍କା ଜରିମାନା

ଆଧାର ସହିତ ପାନ କାର୍ଡକୁ ସଂଯୋଗ ନ କରିବା ଆପଣକ ପାଇଁ ପଡିପାରେ ମହଙ୍ଗା। ଯଦି ଆପଣ ଚଳିତ ମାସ ଶେଷ ଅର୍ଥାତ ୩୧ ମାର୍ଚ୍ଚ ଭିତରେ ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଉନାହାନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ରାଶି ଲଗାଇବେ। ଆୟକର ବିଭାଗ ପୂର୍ବରୁ ହିଁ…