Browsing Tag

pandit jasraj passes away

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ପଣ୍ଡିତଙ୍କ ଦେହାନ୍ତ, ସଙ୍ଗୀତ ଜଗତରେ ଶୋକ

ଦେଶର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଆମେରିକାର ନ୍ୟୁଜର୍ସିରେ ତାଙ୍କ ଦେହାନ୍ତ ହୋଇଛି। ପିତା ପଣ୍ଡିତ ମୋତିରାମଙ୍କ ଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ପରେ ତାଙ୍କ ଭାଇ ତାଙ୍କୁ ଜଣେ ତବଲାକାର ଭାବେ ପ୍ରଶିକ୍ଷିତ କରିଥିଲେ। ମାତ୍ର…