୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ । ୧୮ ଓ ୧୯ରେ ନୂଆ ବିଧାୟକଙ୍କ ଶପଥ ପାଠ ହେବ । କାମଚଳା ବାଚସ୍ପତି ନୂଆ ବିଧାୟକଙ୍କୁ ଶପଥ ପାଠ କରାଇବେ । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜ୍ଯପାଳ ନିଯୁକ୍ତି ଦେଇଛନ୍ତି । ଆସନ୍ତାକାଲି ରାଜଭବନରେ ପ୍ରଥମେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶପଥ ନେବେ। ପରେ ସେ ବିଧାନସଭାରେ ଅନ୍ୟ ବିଧାୟକଙ୍କୁ ଶପଥ ପାଠ କରାଇବେ ।

Leave A Reply

Your email address will not be published.