Browsing Tag

patal lok

‘ପାତାଲ ଲୋକ’ରେ ମହିଳା ବିରୋଧୀ ଟିପ୍ପଣୀ ପାଇଁ ଅନୁଷ୍କାଙ୍କ ବିରୋଧରେ ମାମଲା ରୁଜୁ

ଅନୁଷ୍କା ଶର୍ମା ନିକଟରେ ତାଙ୍କର ୱେବ ସିରିଜ ‘ପାତାଲା ଲୋକ’ ଲଞ୍ଚ କରିଥିଲେ। ଲକଡାଉନ ଚାଲିଥିବା ବେଳେ ଅନୁଷ୍କାଙ୍କ ଏହି ଶୋକୁ ଦର୍ଶକେ ମଧ୍ୟ ବେଶ ପ୍ରଶଂସା କରିଥିଲେ। କିନ୍ତୁ ଅରୁଣାଚଳ ପ୍ରଦେଶରେ ଗୋରଖା ସଂଗଠନ ଏହି ସିରିଜକୁ ନେଇ ଅନୁଷ୍କାଙ୍କ ବିରୋଧରେ ମାମଲା ଦାୟର କରିଛି। ଏହି ସିରିଜର…