Below header
Browsing Tag

patient recovered

ଭୁବନେଶ୍ୱରରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୩୩ ଜଣ ଆରୋଗ୍ୟ ଲାଭ କଲେଣି । କେବଳ ଭୁବନେଶ୍ୱରରେ ୨୨ ଜଣ ସୁସ୍ଥ ହେଲେଣି । ଫଳରେ ରାଜ୍ୟରେ ବର୍ତ୍ତମାନ ୪୯ଟି ଆକ୍ଟିଭ୍‌ କେସ୍‌ ରହିଛି । ଜଣଙ୍କର ମୃତ୍ୟୁ ହୋଇଛି।