Browsing Tag

pink auto

ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା, ଶୁଭାରମ୍ଭ କଲେ ଏସପି ସାରା ଶର୍ମା

ପାରଳାଖେମୁଣ୍ଡି (କେନ୍ୟୁଜ୍): ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା । ସି ଟିମ, ଉଡାନ, ଅକ୍ଷୟ ଦାନ ପାତ୍ର, ଏରୋବିକ୍‌ ଫିଟନେସ, କିନ୍ନରଙ୍କ ପାଇଁ ସୁରଭି ଓମଫେଡ ପାର୍ଲର ପରେ ଏବେ ପିଙ୍କ ଅଟୋ ସେବାର ଶୁଭାରମ୍ଭ କରିଛନ୍ତି ଗଜପତି ଏସପି ସାରା ଶର୍ମା ।…