ପୋଲିସ ଚାକିରି ପାଇଁ ୧୨୯୯ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ
ପୋଲିସ ଚାକିରି କରିବା ପାଇଁ ଇଚ୍ଛା ଥିଲେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତାମିଲନାଡୁ ୟୁନିଫର୍ମଡ ସର୍ବିସେଜ ରିକ୍ର୍ୟୁଟମେଣ୍ଟ ବୋର୍ଡ(TNUSRB) ରାଜ୍ୟ ପୋଲିସ ବିଭାଗରେ ସବ-ଇନସ୍ପେକ୍ଟର(SI) ପଦବୀ ଖାଲି ପାଇଁ ଘୋଷଣା କରାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ…