Below header

NIA ରେ ଖାଲିପଡିଛି ଇନ୍ସପେକ୍ଟର ଏବଂ ସବ ଇନ୍ସପେକ୍ଟର ପଦବୀ, ମାସକୁ ଦରମା ୧ ଲକ୍ଷରୁ ଅଧିକ

NIA ରେ ଇନ୍ସପେକ୍ଟର ଏବଂ ସବଇନ୍ସପେକ୍ଟର ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧ ଲକ୍ଷରୁ ଅଧିକ ଦରମା ମିଳିବ ।

ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀରେ ଚାକିରି କରିବାକ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏନଆଇଏରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ nia.gov.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୯୭
ଇନ୍ସପେକ୍ଟର
ସବ-ଇନ୍ସପେକ୍ଟର

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବାପ୍ରାର୍ଥୀ ୧୮ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ମିଳିବ ।

ଆବେଦନ ପତ୍ର ପଠାଇବାର ଠିକଣା :

NIA Headquarters, CGO Complex, Lodhi Road, New Delhi- 110003.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Niranjan pradhan says

    Help you

Leave A Reply

Your email address will not be published.