Browsing Tag

police inspector

ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର, ପଦୋନ୍ନତି ସମୟସୀମାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର

ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର ।  ଏଥର ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର ।  ପଦୋନ୍ନତି ସମୟସୀମାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର ।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ତେବେ ପୂର୍ବରୁ ଜଣେ ସବ୍ ଇନ୍ସପେକ୍ଟର ୧୦ବର୍ଷ ପରେ ପଦୋନ୍ନତି ପାଇ…

ପରିବାରକୁ ଭେଟିବା ପାଇଁ ବସ୍‌ରେ ଯାଉଥିଲେ ପୋଲିସ ଇନ୍ସପେକ୍ଟର, ଅଧା ବାଟରେ ହୃଦ୍‌ଘାତରେ ମୃତ୍ୟୁ

ଚଳନ୍ତା ବସ୍‌ରେ ଆସିଲା ହୃଦ୍‌ଘାତ । ଉତ୍ତର ପ୍ରଦେଶର ଜଣେ ପୋଲିସ ଇନ୍ସପେକ୍ଟରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ରବିବାର ସକାଳେ ଇନ୍ସପେକ୍ଟର ରୋଡ୍‌ୱେଜ ବସ୍‌ରେ ପ୍ରୟାଗରାଜ ଯାଉଥିଲେ । ଏହି ସମୟରେ ହଠାତ୍‌ ସେ ହୃଦ୍‌ଘାତର ଶିକାର ହୋଇଥିଲେ, ଯାହାଫଳରେ ବସ୍‌ ଭିତରେ ହିଁ ତାଙ୍କ…

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଏହି ମାମଲା ବିଜନୋର ଜିଲ୍ଲାର ବାଦପୁର ପୋଲିସ ଷ୍ଟେସନର । ତେବେ ବାଦପୁର ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ସବ୍-ଇନ୍ସପେକ୍ଟରଙ୍କ ଭିଡିଓ…

NIA ରେ ଚାକିରି ପାଇଁ କରନ୍ତୁ ଆବେଦନ, ଦରମା ୧ ଲକ୍ଷରୁ ଅଧିକ

NIA ରେ ଚାକିରି ପାଇବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏନଆଇଏରେ ସବ-ଇନ୍ସପେକ୍ଟର ଠାରୁ ହେଡ କନଷ୍ଟେବଳ ପର୍ଯ୍ୟନ୍ତ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆପଣ ଇଚ୍ଛୁକ ଥିଲେ ତୁରନ୍ତ ଆବେଦନ କରିଦିଅନ୍ତୁ । ଆବେଦନ କେବଳ ଅନଲାଇନ ହେବ । ଏଥିପାଇଁ ଏନଆଇଏ ଅଫିସିଆଲ…

ନୃଂଶସତାର ସବୁ ସୀମା ପାର, ୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ସବ୍‌ ଇନ୍ସପେକ୍ଟର ଗିରଫ

ନୃଂଶସତାର ସବୁ ସୀମା ପାର କଲେ ପୋଲିସ ସବ୍‌ ଇନ୍ସପେକ୍ଟର । ୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି । ଏହି ଘଟଣାକୁ ନେଇ ଏଏସପି ବଜରଙ୍ଗ ସିଂ ଯାଞ୍ଚ ଚାଲିଛି ବୋଲି କହିଛନ୍ତି । ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର…

NIA ରେ ଖାଲିପଡିଛି ଇନ୍ସପେକ୍ଟର ଏବଂ ସବ ଇନ୍ସପେକ୍ଟର ପଦବୀ, ମାସକୁ ଦରମା ୧ ଲକ୍ଷରୁ ଅଧିକ

ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀରେ ଚାକିରି କରିବାକ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏନଆଇଏରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ nia.gov.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୩ ରହିଛି…

ଓଡିଶାରେ ଖାଲିପଡିଛି ପୋଲିସ ସବ୍‌ ଇନ୍ସପେକ୍ଟର ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଓଡିଶାରେ ପୋଲିସ ଚାକିରି କରିବାକୁ ଚାହୁଛନ୍ତି କି, ତେବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ରେ ଖାଲିପଡିଛି ଅନେକ ପଦବୀ। ଏଠାରେ ୪୭ଟି ପୋଲିସ ସବଇନ୍ସପେକ୍ଟର, ଷ୍ଟେସନ ଅଫିସର ( ଫାଆର ସର୍ଭିସ) ୧୪ଟି ଏବଂ ଆସିଷ୍ଟାଣ୍ଟ ଜେଲରେ ୪୪ଟି ପଦବୀ ଖାଲିପଡିଛି। ଦରମା : ୧୬,୮୮୦ରୁ ଆରମ୍ଭ…

ପୋଲିସ ବାବୁଙ୍କୁ ଭଲ ଲାଗିଲାନି ନିଜ ବଦଳି ସ୍ଥାନ, ଦୌଡ଼ି ଦୌଡ଼ି ଗଲେ ୬୦ କିମି

ନିଜର ବିରୋଧ ପ୍ରଦର୍ଶନ କରି ରାସ୍ତା ଉପରେ ହରତାଳ କରିବା ବା ଆତ୍ମହତ୍ୟା କରିବା ବା କୌଣସି ହିଂସାକାଣ୍ଡ ପରି ଘଟଣା ଘଟାଇବା ପରି ଘଟଣାମାନ ତ ଆପଣ ବହୁତ ଶୁଣିଥିବେ ଓ ଜାଣିଥିବେ । କିନ୍ତୁ କୌଣସି କଥାକୁ ବିରୋଧ କରି ରାସ୍ତାରେ ଦୌଡିବା ଘଟଣା ହୁଏତ ଆପଣଙ୍କୁ ନୂଆ ଲାଗିପାରେ । ହଁ ଏମିତି ହିଁ…