୭୦୦୦ରୁ ଅଧିକ କନଷ୍ଟେବଲ୍‌ ପଦରେ ହେଉଛି ବମ୍ପର ଭର୍ତ୍ତି, ଦ୍ୱାଦଶ ପାସ୍‌ ଜଲଦି କରନ୍ତୁ ଆବେଦନ

ହରିୟାଣୀ କର୍ମଚାରୀ ଚୟନ ଆୟୋଗ ପୋଲିସ କନଷ୍ଟେବଲ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରିଛି। ମୋଟ୍‌ ୭୨୯୮ ପଦରେ ଭର୍ତ୍ତି ପାଇଁ ଆବେଦନ କରାଯିବ। ଯେଉଁଥିପାଇଁ ଆବେଦନ ପ୍ରକ୍ରୀୟା ୧୧ ଜାନୁଆରୀ, ୨୦୨୧ ଠାରୁ ଆରମ୍ଭ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ – ୧୧ ଜାନୁଆରୀ ୨୦୨୧
ଆବେଦନ ପତ୍ର ଜମା କରିବାର ଅନ୍ତିମ ତାରିଖ – ୧୦ ଫେବୃଆରୀ ୨୦୨୧
ଆବେଦନ ଶୁଳ୍କ ଜମା କରିବାର ଅନ୍ତିମ ତାରିଖ – ୧୩ ଫେବୃଆରୀ, ୨୦୨୧
ଲିଖିତ ପରୀକ୍ଷା ତାରିଖ – ୨୭ ଏବଂ ୨୮ ମାର୍ଚ୍ଚ, ୨୦୨୧

ପଦର ବିବରଣୀ

ପଦର ନାମ – ପୋଲିସ କନଷ୍ଟେବଲ
ପଦ ସଂଖ୍ୟା – ୭୨୯୮

ଦରମା – ୨୧,୭୦୦ –୬୯,୧୦୦ ଟଙ୍କା

ବୟସ ସୀମା – ୧୮ ବର୍ଷରୁ ୨୫ ବର୍ଷ

ଚୟନ ପ୍ରକ୍ରୀୟା – ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ। ତାପରେ ଫିଜିକାଲ ଟେଷ୍ଟ ଦେବାକୁ ହେବ। ଏହାପରେ ଶେଷରେ ପିଏମଟି ହେବ।

ଶିକ୍ଷାଗତ ଯୋଗ୍ୟତା – କନଷ୍ଟେବଲ ହେବା ପାଇଁ ଦ୍ୱାଦଶ ପାସ୍‌ କରିଥିବା ଦରକାର ଏବଂ ୧୦ ଶ୍ରେଣୀ ହିନ୍ଦୀ କିମ୍ବା ସଂସ୍କୃତ ଥିବା ଦରକାର।

ଆବେଦନ ପ୍ରକ୍ରୀୟା – ଆବେଦନକାରୀ ଅଫିସିଆଲ େଓ୍ଵବସାଇଟ କୁ ଯାଆନ୍ତୁ ଏବଂ ଅନଲାଇନ୍‌ ଆବେଦନ ପ୍ରକ୍ରୀୟାକୁ ପୂରା କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.