Browsing Tag

primary teachers union

ଆଜି ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ କଥାବାର୍ତ୍ତା

ଭୁବନେଶ୍ୱର (କେନ୍ୟୁଜ): ପ୍ରାଥମିକ ସ୍କୁଲ ଖୋଲିବ ପାଇଁ ବାହାରି ପାରେ ସମାଧାନର ବାଟ। ଆଜି ସିଏମ୍ଓ-ଶିକ୍ଷକ ସଂଘ ଆଲୋଚନା। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା।…