Below header
Browsing Tag

puri railway station

ପୁରୀ ରେଳ ଷ୍ଟେସନର ଟ୍ରାକ କଡରେ ନିଆଁ, ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ପୁରୀ (କେନ୍ୟୁଜ): ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକ କଡରେରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଯାହାଫଳରେ ଅଳିଆ ଗଦା ହୁତୁ ହୁତୁ ହୋଇ ଜଳୁଛି ।  ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସର ତଦନ୍ତ ଆରମ୍ଭ । ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି…

ଫନିର ଦୁଇ ମାସ ପରେ ପୁରୀ ରେଳଷ୍ଟେସନ ଅନୁଧ୍ୟାନ କରିଛନ୍ତି ଭାରତୀୟ ରେଳ ମନ୍ତ୍ରଣାଳୟ ପାସେଞ୍ଜର୍ସ ସର୍ଭିସ କମିଟି

ପୁରୀ(କେନ୍ୟୁଜ୍): ବାତ୍ୟା ଫନିର ଦୁଇ ମାସ ପରେ ପୁରୀ ରେଳଷ୍ଟେସନ ଅନୁଧ୍ୟାନ କରିଛନ୍ତି ଭାରତୀୟ ରେଳ ମନ୍ତ୍ରଣାଳୟ ପାସେଞ୍ଜର୍ସ ସର୍ଭିସ କମିଟି । ଅଧ୍ୟକ୍ଷ ରମେଶ ଚନ୍ଦ୍ର ରତ୍ନଙ୍କ ୫ ଜଣିଆ ଟିମ ଷ୍ଟେସନ ପରିସର ବୁଲି ଦେଖବା ସହ ପ୍ଲାଟଫର୍ମର ସ୍ୱଚ୍ଛତା ଓ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଉପରେ…