Browsing Tag

rajaswa ratha launched

କରଞ୍ଜିଆ ଉପଖଣ୍ଡରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ରାଜ୍ୟସ୍ୱ ରଥ, ଘର ବସି ମିଳିବ ଏହି ସୁବିଧା

କରଞ୍ଜିଆ: ଓଡିଶାରେ କରୋନା ଭାଇରସ ପାଇଁ ହା ହା କାର ପରସ୍ଥିତି । ଖାସ୍ ସେଇଥି ପାଇଁ ରାଜ୍ୟ ସରକାର କରୋନା ଭାଇରସର ମୁକାବିଲା କରିବା ପାଇଁ ଅନେକ ସଚେତନତା କରିବା ସହିତ ଲକ ଡାଉନ୍ ଏବଂ ସଟ ଡାଉନ୍ ଘୋଷଣା କରିଛନ୍ତି । ଆବଶ୍ୟକତା ନ ପଡିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।…