ରାଜଗାଙ୍ଗପୁର କିଚେନ: ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ବିଧାୟକ
ସୁନ୍ଦରଗଡ: ସୁନ୍ଦରଗଡରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି। ହୋମ ଆଇସୋଲେସନରେରେ ଅଛନ୍ତି ଅଧିକାଂଶ ସଂକ୍ରମିତ। ଏମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ରାଜଗାଙ୍ଗପୁର ବିଧାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି ରାଜଗାଙ୍ଗପୁର କିଚେନ।
ଖାଦ୍ୟପାନୀୟ ଭଳି ସମସ୍ୟା ଥିବା ସଂକ୍ରମିତଙ୍କୁ ଘରେ…