ମା’ ହେବାକୁ ଯାଉଛନ୍ତି କି ରାକ୍ଷୀ ସାଓ୍ଵନ୍ତ! ପ୍ରେଗ୍ନାନ୍ସି କାରଣରୁ ଲିକ୍ କଲେ କି ବିବାହର ସିକ୍ରେଟ୍…ଜାଣନ୍ତୁ…
ଡ୍ରାମା କ୍ୱିନ୍ ରାକ୍ଷୀ ସାଓ୍ଵନ୍ତ ଯାହା ବି କରନ୍ତି, ଲାଇମ୍ଲାଇଟ୍କୁ ଆସି ଯାଆନ୍ତି। ରାକ୍ଷୀଙ୍କ ବିବାହ ଏବେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ରାକ୍ଷୀ କହୁଛନ୍ତି, ତାଙ୍କର ବିବାହ ଆଦିଲ ଖାନଙ୍କ ସହିତ ହୋଇଛି। ଆଉ ସେପଟେ ଆଦିଲ ରାକ୍ଷୀଙ୍କ ସହ ନିକାହର ସତ୍ୟତା କହିବା…