ରଣବୀର କପୁରଙ୍କୁ କରୋନା, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ମା’ ନୀତୁ
ରଣବୀର କପୁରଙ୍କୁ କରୋନା। ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ରଣବୀରଙ୍କ ମା’ ନୀତୁ କପୁର ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନୀତୁ ସୂଚନା ଦେଇଛନ୍ତି ଯେ ରଣବୀରଙ୍କୁ କରୋନା ହୋଇଛି।
ନୀତୁ କପୁର ରଣବୀର କପୁରଙ୍କର ଏକ ଫଟୋ ସେୟାର କରି…