Below header
Browsing Tag

rape rate

ବଢିଲା ରେପୋ ରେଟ୍‌, ଋଣ ଉପରେ ସୁଧ ହାର ଏବଂ EMI ବଢ଼ିବ

କେନ୍ୟୁଜ୍(ବ୍ୟୁରୋ): ବଢିଲା ରେପୋ ରେଟ୍‌ । ୫୦ ବେସିସ୍‌ ପଏଣ୍ଟ ବଢାଇଛି ଆରବିଆଇ । ଫଳରେ ଏହା ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ରେପୋ ରେଟ୍‌ ବଢିବା ପରେ ଋଣ ଉପରେ ସୁଧ ହାର ଏବଂ EMI ବଢ଼ିବ । ଗତ ଏକ ମାସ…