Below header
Browsing Tag

ration rice smuggling

ଜଳପଥରେ ୨୭ ବସ୍ତା ରାସନ ଚାଉଳ ଚୋରା ଚାଲାଣ ବେଳେ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ପଦନୀପାଳ ପଞ୍ଚାୟତରୁ ଜଳପଥରେ ଚୋରାଚାଲାଣ ହେଉଥିବା ୨୭ ବସ୍ତା ସରକାରୀ ରାସନ ଚାଉଳକୁ କଣ୍ଡିଆ ଫାଣ୍ଡି ପୁଲିସ ଜବତ କରିଛି। ପଦନୀପାଳ ଗ୍ରାମରୁ ଏକ ଡଙ୍ଗାରେ ବୋଝେଇ ହୋଇ ୨୭ ବସ୍ତା ରିଲିଫ ଚାଉଳ ନଦୀ ଅପରପାର୍ଶ୍ଵରେ ଥିବା ରାଜକନିକା ବ୍ଲକର…