Browsing Tag

rayagada to koraput

ରେଳ ଧାରଣା ଉପରେ ପଡ଼ିଲା ବିରାଟ ପଥର ଖଣ୍ଡ, ରାୟଗଡ଼ା-କୋରାପୁଟକୁ ଟ୍ରେନ ଚଳାଚଳ ପ୍ରଭାବିତ

(କେନ୍ୟୁଜ): ରେଳ ଧାରଣା ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ। ମାଟି ଅତଡ଼ା ଓ ପଥର ଖସି ଟ୍ରେନ ଚଳାଚଳ ବ୍ୟାହତ। ଟ୍ରାକ ଉପରେ ପଥର ପଡିଥିବାରୁ ରାୟଗଡ଼ା-କୋରାପୁଟ କୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ରାୟଗଡ଼ା ରାଉଳି ରେଳ ଷ୍ଟେସନ ନିକଟରେ ମାଟି ଅତଡ଼ା ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ…