Below header
Browsing Tag

rbi recruitment 2022

RBI ଆସିଷ୍ଟାଣ୍ଟ ପଦରେ ଭର୍ତ୍ତି ପାଇଁ ଆଜି ହେଉଛି ଶେଷ ତାରିଖ, ଆଶାୟୀ ମାନେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ରିଜର୍ବ ବ୍ୟାଙ୍କ ବା ଆରବିଆଇର ବିଭିନ୍ନ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ପଦର ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି । ପାଖାପାଖି ୯୫୦ ସଂଖ୍ୟକ ଅତିରିକ୍ତ ପଦରେ ଭର୍ତ୍ତି ପାଇଁ ମାର୍ଚ୍ଚ ୮ ହେଉଛି ଶେଷ ତାରିଖ । ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆବେଦନ ପ୍ରକ୍ରିୟା…

RBI ରେ ବମ୍ପର ନିଯୁକ୍ତି: ଆବେଦନ କରିବା ପାଇଁ କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍‌…