Browsing Tag

redhakol news

ଭଙ୍ଗା ଘରେ ଦିନ କାଟୁଛନ୍ତି ଅସହାୟ ସ୍ୱାମୀହରା ମହିଳା ମହାଦେଇ

ରେଢ଼ାଖୋଲ : ଝାଟି ମାଟି ଛଣ ଛପର ଘର । ରାତିରେ ଦିଶୁଛି ତାରା ଦିନରେ ମୁଣ୍ଡରେ ପଡ଼ୁଛି ଖରା । ଚାଳ ଛପର ଉପରେ ପଡ଼ିଥିବା ଜରିପାଲ ଛିଣ୍ଡି ସେଥିରୁ ପାଣି ଗଳୁଛି । ନା ଦିନରେ ରହି ହେଉଛି ରାତିରେ ଶୋଇପାରୁଛନ୍ତି ଏଇ ବୃଦ୍ଧା ଜଣକ । ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଅସହାୟ ବିଧବା ମହିଳା । ଆମେ…

ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ହୋଇପାରୁନି ମା’ ସରସ୍ୱତୀଙ୍କ ବିସର୍ଜନ

ବିସର୍ଜନ ହେବା ପାଇଁ ଚାହିଁ ରହିଛନ୍ତି ମା' ସରସ୍ୱତୀ କିନ୍ତୁ ବିବାଦ ଯୋଗୁଁ ହୋଇପାରୁନାହିଁ ବିସର୍ଜନ । ଗତ ବୁଧବାର ଥିଲା ସରସ୍ୱତୀ ପୂଜା । ଏହିଦିନ ସମସ୍ତ ଶିଖାନୁଷ୍ଠାନ ମାନଙ୍କରେ ହୋଇଥାଏ ମା'ଙ୍କ ପୂଜା । ସେହି ଭଳି ରେଢ଼ାଖୋଲର ଏକ ବିଦ୍ୟାଳୟରେ ମଧ୍ୟ ହୋଇଥିଲା ମା' ସରସ୍ୱତୀଙ୍କ ପୂଜା ।…

ପୁଅ ପାଲଟିଲା ଚଣ୍ଡାଶୋକ, କାଠ ଫାଳିଆରେ ବାପାକୁ ନିର୍ଦ୍ଧୁମ ପିଟିଲା

ରେଢାଖୋଲ (କେ ନ୍ୟୁଜ୍) : ନିଶାଖୋର ପୁଅର ଭୟଙ୍କର କାଣ୍ଡ । ଗୋଡ଼ାଇ ଗୋଡ଼ାଇ ନିଜ ବାପାକୁ ପିଟିଲା । ଆଜି ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁରେ ଘରୋଇ କଳିରୁ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଯାହାଫଳରେ ବାପାର ଗୋଡ ଭାଙ୍ଗିଯିବା ସହିତ…