Browsing Tag

reusing face masks

ଆପଣ କ’ଣ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହା କେତେ ସୁରକ୍ଷିତ

ନୂଆଦିଲ୍ଲୀ :  କରୋନ ଭାଇରସ୍‌ ପାଇଁ ଟିକା ଆସୁ ବା ନଆସୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ସବୁଠୁ ଭଲ ଉପାୟ । ଏକ ଭଲ କ୍ୱାଲିଟି ମାସ୍କ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବା ସହ ଭୁତାଣୁକୁ ବ୍ୟାପିବାକୁ ଦେଇ ନଥାଏ । ଏଥିପାଇଁ ସର୍ଜିକାଲ୍‌ ମାସ୍କ ଭଲ କାମ କରିଥାଏ । ହେଲେ ହାତ…