କ’ଣ ଭୂତ ଚଳାଉଛି ଗାଡ଼ି ! ରିଭର୍ସ ଗିୟରରେ ଦୌଡ଼ିଲା ପୁଣେ ମ୍ୟୁନିସିପାଲିଟି ଟ୍ରକ୍, ନ ଥିଲେ କେହି ବି ଡ୍ରାଇଭର
ଭୂତ ଚଳାଇଲା ଗାଡ଼ି । ମହାରାଷ୍ଟ୍ରର ପୁଣେ ହଡପସର ଅଞ୍ଚଳରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ବିନା ଡ୍ରାଇଭରରେ ପୁଣେ ନଗର ନିଗମର ଏକ ଲୋଡିଂ ଟ୍ରକ୍ ରିଭର୍ସ ଗିୟରରେ ଦୌଡ଼ିବାକୁ ଲାଗିଥିଲା । ଆଖାପାଖର ଲୋକମାନେ ଯେତେବେଳେ ଏହା ଦେଖିବାକୁ ପାଇଥିଲେ, ସେତେବେଳେ ଆଶ୍ଚର୍ଯ୍ୟ…