ପାକିସ୍ତାନ୍ରେ ହିନ୍ଦୁଙ୍କ ଉପରେ ଆକ୍ରମଣ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ
ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରାନ୍ତର ଘୋଟକି ଠାରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ମୁସ୍ଲିମ୍ଙ୍କ ଦ୍ୱାରା କରାଯାଇଥିବା ହିଂସା ଘଟଣା ପଦାକୁ ଆସିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଆଉ ଏକ ମୁସଲିମ୍ ସମ୍ପ୍ରଦାୟ ହିନ୍ଦୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ସେମାନେ ହିନ୍ଦୁଙ୍କ…