Below header
Browsing Tag

rishi kapoor died

ପୁଣି ଋଷିଙ୍କୁ ମନେ ପକାଇଲେ ନିତୁ, ଫଟୋ ସେୟାର କରି ଲେଖିଲେ “ଯେତେବେଳେ ଆମେ ଏକାଠି ଥାଉ…”

ଋଷି କପୁରଙ୍କ ମୃତ୍ୟୁକୁ ଆଜି ୫ ଦିନ ବିତିଛି। କିନ୍ତୁ କପୁର ପରିବାର ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ସେ ନାହାନ୍ତି। କିଛି ସମୟ ପୂର୍ବରୁ ଋଷି କପୁରଙ୍କ ପତ୍ନୀ ନିତୁ ସିଂହ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସ୍ୱାମୀଙ୍କୁ ମନେ ପକାଉଥିବା ଦେଖିବାକୁ ମିଳିଛି। ନିତୁ ସେୟାର…

ଇରଫାନ ଖାନ ଋଷି କପୁରଙ୍କୁ ନେଇ କହିଥିଲେ ଏମିତି କଥା, ଯାହାକୁ ଶୁଣିଲେ ଭାବବିହ୍ଵଳ ହୋଇଯିବେ ଆପଣ

ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହି ସପ୍ତାହ ଦୁଇ ଦୁଇଟି ଦୁଃଖଦ ଖବର ନେଇ ଆସିଛି। ଦୁଇ ଦିନରେ ଇଣ୍ଡଷ୍ଟ୍ରି ଦୁଇ ବର୍ଷିୟାନ ଅଭିନେତାଙ୍କୁ ହରାଇଛି। ବୁଧବାର ଅର୍ଥାତ ୨୯ ଏପ୍ରିଲରେ ଅଭିନେତା ଇରଫାନ ଖାନଙ୍କ ନିଧନ ହୋଇଥିଲା। ଏହି ଘଟଣାକୁ ଲୋକେ ଭୁଲି ନଥିବାବେଳେ ଗୁରୁବାର ଅର୍ଥାତ ୩୦ ଏପ୍ରିଲରେ…

ବାପା ଋଷି କପୁରଙ୍କୁ ଶେଷ ଥର ଦେଖିବା ପାଇଁ ଝିଅ ରିଧିମା ମୁମ୍ବାଇ ଯିବାପାଇଁ ସରକାରଙ୍କୁ ମାଗିଲେ ଅନୁମତି

ବଲିଉଡର ବର୍ଷିୟନ କଳାକାର ଋଷି କପୁର ଦୁନିଆକୁ ଅଲବିଦା କହିଦେଇଛନ୍ତି। ୬୭ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ଏଚଏନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କିନ୍ତୁ ଏକ ସପ୍ତାହ ହେବ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ…