Below header
Browsing Tag

road accident in champua

କେନ୍ଦୁଝର ରଘୁଆଳ ସାହି ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରଲର୍, ୨ମୃତ

କେନ୍ଦୁଝର: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ବାଇକ ଆରୋହୀଙ୍କର ମୃତ। ଗତକାଲି ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁସାରେ ଜାତୀୟ ରାଜପଥରେ ରଘୁଆଳ ସାହି ନିକଟରେ ଗୋଟିଏ ବାଇକରେ ତିନିଜଣ ଯୁବକ ରିମୁଳିରୁ ଯୋଡ଼ାକୁ…

ଚମ୍ପୁଆ: ସଡକ ଦୁର୍ଘଟଣା ନେଲା ଜୀବନ, ବସ୍‌ ଚାପାରେ ୩ ବାଇକ୍‌ ଆରୋହୀ ମୃତ

କେନ୍ଦୁଝର(କେନ୍ୟୁଜ୍): ସଡକ ଦୁର୍ଘଟଣା ନେଲା ଜୀବନ । ବସ୍‌ ଚାପାରେ ୩ ବାଇକ୍‌ ଆରୋହୀ ମୃତ । ଜଣେ ଗୁରୁତର । ଘଟଣା ଘଟିଛି ଚମ୍ପୁଆ ଥାନା ଉର୍ତ୍ତି ନିକଟରେ । ସୂଚନା ଅନୁସାରେ ଚମ୍ପୁଆ ଥାନା ଶଶାଙ୍ଗ ଗାଁର ଆକାଶ ମହାକୁଡ, ସୁନୀଲ ନାଏକ ଓ ବୁଲୁ ନାଏକ ବାଇକରେ ଅପେରା ଟିକେଟ ଆଣିବା ପାଇଁ…