Below header
Browsing Tag

rss against speech

ଆରଏସଏସ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଗାନ୍ଧୀବାଦୀ ପ୍ରଚାରକ କୁମାର ପ୍ରଶାନ୍ତ, ଥାନାରେ ରୁଜୁ ହେଲା ମାମଲା

ଅଡୁଆରେ ଗାନ୍ଧୀବାଦୀ ପ୍ରଚାରକ କୁମାର ପ୍ରଶାନ୍ତ । ଆରଏସଏସ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି । ଓଡ଼ିଶା ଗସ୍ତରେ ଥିବା କୁମାର ପ୍ରଶାନ୍ତ ଭାଷଣରେ କହିଥିଲେ ଆରଏସଏସର ଦେଶ ସ୍ୱାଧୀନତା ସଂଗ୍ରାମରେ ଭୂମିକା ନଥିଲା । ଏନେଇ ଅଭିଯୋଗ ଉପରେ କୁମାର ପ୍ରଶାନ୍ତ କହିଛନ୍ତି, ସେ ଯାହା…