ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ, ବାଜା ବଜାଇ ନାଚିଲେ ଲୋକେ
ବୌଦ୍ଧ(କେନ୍ୟୁଜ): ବାହା ବାହାରେ କି ନାଚ । ଢୋଲ ବାଜାର ତାଳେ ତାଳେ ଝୁମିଲେ ଲୋକେ । କାହାରା ବାହାଘର କି ବ୍ରତଘର ନୁହେଁ, ଏହି ଲୋକମାନଙ୍କ ଖୁସି ପଛର କାରଣ ଟିକେ ଅଲଗା । ଏକଥା ତ ସମସ୍ତଙ୍କୁ ଜଣା କି, ଭିଜିଲାନ୍ସ ଜାଲରେ ଛନ୍ଧି ହୋଇଯାଇଛନ୍ତି ବୌଦ୍ଧ RTO । ଆଉ ସେହି ପରିପେକ୍ଷୀରେ…