Below header
Browsing Tag

rusi panchami

ଆଜି ଶ୍ରୀ ମନ୍ଦିରରେ ଋଷି ପଞ୍ଚମୀ, ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟ ମନ୍ଦିରକୁ ଯିବେ ମା ମହାଲକ୍ଷ୍ମୀ

ପୁରୀ: ଶ୍ରୀ ମନ୍ଦିରରେ ଆଜି ଋଷି ପଞ୍ଚମୀ। ଶ୍ରୀକୃଷ୍ଣ ଲୀଳା ଅବସରରେ ଦାହ ଳୀଳା ଅନୁଷ୍ଠିତ ହେବ। ଶ୍ରୀ ମନ୍ଦିରରେ ଆଜି ସକାଳ ଧୂପ ନିତୀ ଶେଷ ହେବା ପରେ ବିଶେଷ ନୀତି ହେବ। ପାଲିଙ୍କିରେ ବିଜେ ହୋଇ ମା ମହାଲକ୍ଷ୍ମୀ ମାର୍କଣ୍ଡେୟ ମନ୍ଦିରକୁ ଯିବେ। ସେଠାରେ ମାଙ୍କ ମାଜଣା ଓ ବନକଲାଗି ନୀତି…