Browsing Tag

sahil sanga

ବିବାହର ୫ ବର୍ଷ ଅଲଗା ହେବେ ଦିୟା-ସାହିଲ, ନିଜେ ପୋଷ୍ଟ କରି ଜଣାଇଲେ ଦିୟା

ବଲିଉଡ ଇଣ୍ଡଷ୍ଟ୍ରୀରେ ଗତ କିଛି ବର୍ଷ ହେଲା ବିବାହ ବିଚ୍ଛେଦ ଖବର ଲଗାତାର ସାମ୍ନାକୁ ଆସିଛି। ଏହି ତାଲିକାରେ ମଲାଇକା- ଅରବାଜ, ହ୍ରିତିକ-ସୁଜେନ, କରିସ୍ମା- ସଞ୍ଜୟ ରହିଥିବା ବେଳେ ଏବେ ଦିୟା ମିର୍ଜାଙ୍କ ନାମ ଯୋଡି ହୋଇଯାଇଛି। ଅଭିନେତ୍ରୀ ଦିୟା ମିର୍ଜା ବିବାହର ପାଞ୍ଚବର୍ଷ ପରେ ପତି…