Below header
Browsing Tag

sambalpur case

ଦେବଦୂତ ସାଜିଲେ ପୋଲିସ କନଷ୍ଟେବଳ, ହଜିଲା ପୁଅକୁ ବାପା ମା’ ଙ୍କ ସହ କରାଇଲେ ଭେଟ

ସମ୍ବଲପୁର(କେ ନ୍ୟୁଜ): ଗତ ରବିବାର ଦିନ ସମ୍ବଲପୁର କଦମମାଲ ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ଯୁବକ ବୁଲୁଥିବାର କିଛି ଯୁବକ ଦେଖି କ୍ଷେତରାଜପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ପୋଲିସ ସମ୍ବଲପୁର ପୋଲିସର ହାବିଲଦାର କନଷ୍ଟେବଳ…