Browsing Tag

sambit tripathy

ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ

କେନ୍ୟୁଜ୍(ବ୍ୟୁରୋ): ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ । ତାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବାର କୃଷ୍ଣଚନ୍ଦ୍ରପୁରରେ । ସମ୍ବିତ ତ୍ରିପାଠୀ ୧୯୯୮ ବ୍ୟାଚର IRS ଅଫିସର । କେନ୍ଦ୍ର ସରକାରଙ୍କ ୪ଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରି…