Below header
Browsing Tag

Samsung Galaxy M42 5G

ଦମଦାର୍‌ ଫିଚର୍ସ ସହିତ Samsung Galaxy M42 5G ଆଜି ଭାରତରେ ହେଲା ଲଞ୍ଚ୍‌, ଜାଣନ୍ତୁ ଦାମ୍‌

କୋରିୟାନ୍‌ କମ୍ପାନୀ Samsung ନିଜର ନୂଆ ସ୍ମାର୍ଟଫୋନ Galaxy M42 5G ଆଜି ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ଗତବର୍ଷ ଲଞ୍ଚ୍‌ ହୋଇଥିବା Galaxy A42ର ରିବ୍ରାଣ୍ଡେଡ୍‌ ଭର୍ସନ। ଏହି ଲିଡିଂ ଫୋନ୍‌ରେ ଓ୍ଵାଟର ଡ୍ରପ୍‌ ନଚ୍‌ ଡିସ୍‌ପ୍ଲେ, ଇନ୍‌ ଡିସ୍‌ପ୍ଲେ ପିଙ୍ଗରପ୍ରିଣ୍ଟ ସ୍କାନର…