Below header
Browsing Tag

Santilata Barik Chhotray

ଆଉ ଶୁଭିବନି ଶାନ୍ତିଲତାଙ୍କ କଣ୍ଠରୁ ଭାବପୂର୍ଣ୍ଣ ଭଜନ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର (କେନ୍ୟୁଜ): ସୁନାମଧନ୍ୟ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ୬୫ ବର୍ଷ ବୟସରେ ପରଲୋକ ଘଟିଛି । କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଦୀର୍ଘକାଳ ଧରି ଚିକିତ୍ସିତ ହେଉଥିବା ଏହି ସ୍ବରଶିଳ୍ପୀ ଭୁବନେଶ୍ବରର ଏକ ‌ଘରୋଇ ଡାକ୍ତରଖାନାରେ ଗତକାଲି ରାତି ୮ଟାରେ ଶେଷ…

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ, ଆସନ୍ତାକାଲି କରାଯିବ ଅନ୍ତିମ ସଂସ୍କାର

ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ହେଉଥିଲେ ଚିକିତ୍ସିତ ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ।…