Below header
Browsing Tag

Saradha Chit Fund Scam

ସାରଦା ଚିଟଫଣ୍ଡ ମାମଲା, ଗିରଫ ହୋଇପାରନ୍ତି କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର

କୋଲକାତା: ସାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡୁଆ ବଢ଼ିଲା। ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି। ତାଙ୍କ ବିରୋଧରେ ନୋଟିସ୍‌ ଜାରି କରିଛି ସିବିଆଇ। ସାରଦା ଚିଟଫଣ୍ଡ ମାମଲାରେ ପଚରାଉଚରାରେ ସହଯୋଗ କରିବା ସହ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ…