Below header
Browsing Tag

saunf

ପୁରୁଷମାନେ ରାତିରେ ଏହି ଉପାୟରେ ସେବନ କରନ୍ତୁ ପାନମଧୁରୀ, ଦୁଇଗୁଣ ବଢ଼ିଯିବ ଶକ୍ତି

ପାନମଧୁରୀକୁ ମାଉଥ୍‌ ଫ୍ରେସନର ଭାବେ ବ୍ୟବହାର କରାଯାଏ। ଏହା ମୁହଁର ଦୁର୍ଗନ୍ଧ ଦୂର କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ପାନମଧୁରୀ ସାହାଯ୍ୟ କରେ। ପାନମଧୁରୀ ପୁରୁଷଙ୍କ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ପାନମଧୁରୀରେ କପର, ପୋଟାସିୟମ୍‌,…

କ୍ୟାନ୍‌ସର ସହ ଏସବୁ ରୋଗକୁ ମାତ୍‌ ଦେବ ପାନମଧୁରୀ

ପାନମଧୁରୀରେ ବହୁ ଔଷଧୀୟ ଗୁଣ ରହିଛି, ଏଣୁ ପ୍ରାୟତଃ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିଛି ଲୋକ ଖାଇବା ପରେ ମାଉଥ୍‌ ଫ୍ରେସନର୍‌ ଭାବେ ମଧ୍ୟ ପାନମଧୁରୀ ଖାଇଥାନ୍ତି। ଯାହା ପାଟିର ଦୁର୍ଗନ୍ଧ କରିଥାଏ। ପାନରେ ମଧ୍ୟ ଏକ ପ୍ରମୁଖ ମସଲା ଭାବେ ପାନମଧୁରୀର ବ୍ୟବହାର କରାଯାଏ।…