ପୁରୁଷମାନେ ରାତିରେ ଏହି ଉପାୟରେ ସେବନ କରନ୍ତୁ ପାନମଧୁରୀ, ଦୁଇଗୁଣ ବଢ଼ିଯିବ ଶକ୍ତି

ପାନମଧୁରୀକୁ ମାଉଥ୍‌ ଫ୍ରେସନର ଭାବେ ବ୍ୟବହାର କରାଯାଏ। ଏହା ମୁହଁର ଦୁର୍ଗନ୍ଧ ଦୂର କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ପାନମଧୁରୀ ସାହାଯ୍ୟ କରେ। ପାନମଧୁରୀ ପୁରୁଷଙ୍କ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ପାନମଧୁରୀରେ କପର, ପୋଟାସିୟମ୍‌, କ୍ୟାଲସିୟମ୍‌, ଜିଙ୍କ, ମାଙ୍ଗାନିଜ୍‌, ଭିଟାମିନ୍‌ ସି, ଆଇରନ୍‌, ସେଲେନିୟମ ଓ ମ୍ୟାଗ୍ନେସିୟମ୍‌ ଭଳି ଖଣିଜ ତତ୍ତ୍ୱ ରହିଛି। ରାତିରେ ପୁରୁଷମାନେ ପାନମଧୁରୀ ସେବନ କରିବା ଉଚିତ।

ଯୌନ ଶକ୍ତି ବଢ଼ାଇବାରେ ପାନମଧୁରୀ ସାହାଯ୍ୟ କରେ। ଏହା ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟକୁ ବୁଷ୍ଟ କରିଥାଏ। ଏକ ରିସର୍ଚ୍ଚ ମୁତାବକ, ନିୟମିତ ପାନମଧୁରୀ ଖାଇଲେ ପୁରୁଷଙ୍କ ଯୌନ କ୍ଷମତା ଦ୍ୱିଗୁଣିତ ହୋଇଥାଏ। ପାନମଧୁରୀରେ ଜିଙ୍କ ଓ ଫାଇଭର ରହିଛି , ଯାହା ଶୀଘ୍ରପତନ ସମସ୍ୟାରୁ ମୁକ୍ତି ଦିଏ।

ରାତିରେ ଶୋଇବା ପୂର୍ବରୁ ପାନମଧୁରୀ ଖାଇବା ବେଶ୍‌ ଲାଭଦାୟକ ହୋଇଥାଏ। ବେଡ୍‌କୁ ଯିବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ୧ ଚାମଚ ପାନମଧୁରୀ ପାଉଡ଼ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ପିଅନ୍ତୁ। କିଛି ଦିନରେ ହିଁ ପରିବର୍ତ୍ତନ ଲକ୍ଷ୍ୟ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.