Browsing Tag

shop closed

ମଦଦୋକାନ ବନ୍ଦ ନେଇ ବଢୁଛି ଅସନ୍ତୋଷ, ଦୋକାନ ଉଛେଦ ଦାବିରେ ପଞ୍ଚାୟତବାସୀ

କେନ୍ଦ୍ରାପଡା: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ଲୋକେ । ମଦ ଦୋକାନ ବନ୍ଦ କରିବାକୁ ନେଇ ବଢ଼ୁଛି ଅସନ୍ତୋଷ । ମଦ ଦୋକାନ ଉଛେଦ ଦାବିରେ ଏକଜୁଟ ହୋଇଛନ୍ତି ଶହ ଶହ ଲୋକେ । ନିଶା ପାଇଁ କେତେ ପରିବାର ଛାରଖାର ହେଉଛି । ନିଶାରେ ଅସାମାଜିକ ଲୋକେ ଅପରାଧ କରିବାକୁ ବି ପଛାନ୍ତି ନାହିଁ । ଏହି ସବୁ…

ଆସନ୍ତା ସୋମବାର ଠାରୁ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର, ରାଜ୍ୟ ବ୍ୟବସାୟୀ ମହାସଂଘର ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ସୋମବାରରୁ ସାରା ରାଜ୍ୟରେ ଦିନ ୨ଟା ପରେ ବନ୍ଦ ରହିବ ସବୁ ଦୋକାନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟବସାୟୀ ମହାସଂଘ ଏହି ନିଷ୍ପତ୍ତି ନେଇଛି । ମେ ୧୫ ତାରିଖ ଯାଏ ଏହା ଲାଗୁ ହେବ । ଦୋକାନ ବନ୍ଦ ରହିଲେ ମଧ୍ୟ ମାଲ୍‌ ପରିବହନ ଜାରି ରହିବ । ଏହି…

ବାଲିଗୁଡା ସହରରେ ଆଜିଠୁ ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ ବଜାର

ବାଲିଗୁଡା : ବାଲିଗୁଡା ସହରରେ ଆଜିଠୁ ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ ବଜାର । ସହରରେ କରୋନା ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତି ନିଆଯାଇଛି । କେବଳ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ବାଲିଗୁଡା ତହସିଲ, ବ୍ଲକ ପ୍ରଶାସନ, ସହରର ସମସ୍ତ ବ୍ୟବସାୟୀ ଓ ବଣିକ ସଙ୍ଘକୁ ନେଇ…